Premare Sabuthu Damika Lancha - Suresh Wadekar,Nibedita

Name
Premare Sabuthu Damika Lancha - Suresh Wadekar,Nibedita
Hits
254
Play Online
Premare Sabuthu Damika Lancha - Suresh Wadekar,Nibedita
Evergreen Odia Album
Watch In YouTube
Download MP3
Song Credits
Sidharth Music
Category
Evergreen Odia Album
Share
Lyrics
ହେ ହେ ହେ.... ଆହା ..ଆହା*
ହେ ହେ ହେ ..ଲା ଲା ଲା ଲା*.
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ
ଟୋପାଏ ସିନ୍ଦୂର ଆଉ ଦି'ପଟ କାଚ
ସୁନାର ଗହଣା ତା ଆଗେ ତୁଚ୍ଛ
ସୁନାର ଗହଣା ତା ଆଗେ ତୁଚ୍ଛ
ଟୋପାଏ ସିନ୍ଦୂର ଆଉ ଦି ପଟ କାଚ
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ..
ହୀରା ମୋତି ଠାରୁ ଆହୁରି ମହଙ୍ଗା
କୁଆଁରୀ ଝିଅ ର ମନ
ହୋ..ହୀରା ମୋତି ଠାରୁ ଆହୁରି ମହଙ୍ଗା
କୁଆଁରୀ ଝିଅ ର ମନ
ମନେ ମନେ ଭାବେ ଫୁଲର ବେଦୀରେ
ବସିବ ସେ କେଉଁ ଦିନ
ବେଦୀରୁ ସବାରି ବାଟ ଖରଚ
ବେଦୀରୁ ସବାରି ବାଟ ଖରଚ (2)
ଟୋପାଏ ସିନ୍ଦୂର ଆଉ ଦି ପଟ କାଚ
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ...
ନଈ ପାଣି କେବେ ବାସି ହୁଏ ନାହିଁ
ବାସି ହୁଏ ନାହିଁ ପ୍ରେମ
ନଈ ପାଣି କେବେ ବାସି ହୁଏ ନାହିଁ
ବାସି ହୁଏ ନାହିଁ ପ୍ରେମ
ଲାଗି ଥରେ ହାଏ ଟୋପାଏ ସିନ୍ଦୂର
ରହେ ସେ ସାତ ଜନମ
କୁଆଁରୀ ଜୀବନ ଶେଷ ପାହାଚ
କୁଆଁରୀ ଜୀବନ ଶେଷ ପାହାଚ
ଟୋପାଏ ସିନ୍ଦୂର ଆଉ ଦି ପଟ କାଚ
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ
ଟୋପାଏ ସିନ୍ଦୂର ଆଉ ଦିପଟ କାଚ
ହେ ହେ ହେ ..ଲା ଲା ଲା ଲା*.
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ
ଟୋପାଏ ସିନ୍ଦୂର ଆଉ ଦି'ପଟ କାଚ
ସୁନାର ଗହଣା ତା ଆଗେ ତୁଚ୍ଛ
ସୁନାର ଗହଣା ତା ଆଗେ ତୁଚ୍ଛ
ଟୋପାଏ ସିନ୍ଦୂର ଆଉ ଦି ପଟ କାଚ
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ..
ହୀରା ମୋତି ଠାରୁ ଆହୁରି ମହଙ୍ଗା
କୁଆଁରୀ ଝିଅ ର ମନ
ହୋ..ହୀରା ମୋତି ଠାରୁ ଆହୁରି ମହଙ୍ଗା
କୁଆଁରୀ ଝିଅ ର ମନ
ମନେ ମନେ ଭାବେ ଫୁଲର ବେଦୀରେ
ବସିବ ସେ କେଉଁ ଦିନ
ବେଦୀରୁ ସବାରି ବାଟ ଖରଚ
ବେଦୀରୁ ସବାରି ବାଟ ଖରଚ (2)
ଟୋପାଏ ସିନ୍ଦୂର ଆଉ ଦି ପଟ କାଚ
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ...
ନଈ ପାଣି କେବେ ବାସି ହୁଏ ନାହିଁ
ବାସି ହୁଏ ନାହିଁ ପ୍ରେମ
ନଈ ପାଣି କେବେ ବାସି ହୁଏ ନାହିଁ
ବାସି ହୁଏ ନାହିଁ ପ୍ରେମ
ଲାଗି ଥରେ ହାଏ ଟୋପାଏ ସିନ୍ଦୂର
ରହେ ସେ ସାତ ଜନମ
କୁଆଁରୀ ଜୀବନ ଶେଷ ପାହାଚ
କୁଆଁରୀ ଜୀବନ ଶେଷ ପାହାଚ
ଟୋପାଏ ସିନ୍ଦୂର ଆଉ ଦି ପଟ କାଚ
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ
ପ୍ରେମରେ ସବୁଠୁ ଦାମିକା ଲାଞ୍ଚ
ଟୋପାଏ ସିନ୍ଦୂର ଆଉ ଦିପଟ କାଚ
Related Files
Related Tags
sidharth music, siddharth music, sidharth music channel, sidharth music new odia song, sidharth music all song, sidharth music new video, sarthak music, best odia song, new odia album song, sarthak music best song, odia song new, odia album song new, sarthak music album song, sidharth tv song, odia music video, odia song, oriya song, odia music, odia, Premare Sabuthu Damika Lancha, Romantic Album Song, Suresh Wadekar, Nibedita, Satya, Mama, Premare Sabuthu Damika Lancha - Suresh Wadekar,Nibedita Lyrics
