Nai Separi Gaan - Humane Sagar

Name
Nai Separi Gaan - Humane Sagar
Hits
327
Play Online
Nai Separi Gaan - Humane Sagar
Humane Sagar Hits
Watch In YouTube
Download MP3
Song Credits
Jhankar Studio
Category
Humane Sagar Hits
Share
Lyrics
ନଈ ସେପାରି ସେ ଗାଆଁରେ ପ୍ରିୟା ମୋର ବସିଛି
ତା ପାଖକୁ ଯିବାକୁ ଡ଼ର ଭାରି ଲାଗୁଛି
ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ଓ-ଓ-ଓ-ଓ
ନଈ ସେପାରି ସେ ଗାଆଁରେ ପ୍ରିୟା ମୋର ବସିଛି
ତା ପାଖକୁ ଯିବାକୁ ଡ଼ର ଭାରି ଲାଗୁଛି
ସେ ମୋ ଉପରେ ରୁଷି ବସିଛି
ତା ହସ ମୁହେଁ ରାଗ ବଢ଼ିଛି
ରାଗିଲେ ବି ମତେ ସିଏ ଭଲ ପାଉଛି
ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ଓ-ଓ-ଓ-ଓ
ଅବିବେବି କୀ ତା ମନ ଭାରି ମନୋଇ
ମନେଇ ନେବି କେମିତି ତାକୁ ଜାଣି ପାରେ ନାହିଁ
ହଁ,ଜାଣିଛି ସେ ମୋ ସାଥେ କଥା ହବନି
ରାଗଟା ତାର ଭାରି ଗଭୀର ମତେ ଚାହିଁବନି
ମୁଁ ଜାଣିଛି ତା ରାଗ ଟିକିଏ
ହାଏ କିଛି କ୍ଷଣ ପରେ ନଥାଏ
ରାଗିଲେ ବି ମତେ ସିଏ ଭଲ ପାଉଛି
ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ଓ-ଓ-ଓ-ଓ
କହିଥିଲି ପ୍ରିୟାକୁ ଆସିବି ଫେରି
ଡେରି ତ ଟିକେ ହେଲା କି ବୋଲି ରୁଷିଛି ସେ ଭାରି
ହାଏ, ଡେରି ହେଲା ବୋଲି ସେ ମନେ ଭାବିଛି
ହୃଦୟ ବୋଧେ ମୋର ଆଉ କାହାକୁ ଦେଇଛି
ମୋ ହୃଦୟରେ ତୋ ପାଇଁ ଜାଗା
ମୁଁ ତୋ ଠାରୁ କି ହେବି ଅଲଗା
ଯେତେ ଦୂରେ ଥିଲେ ତତେ ଭଲ ପାଉଛି
ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ଓ-ଓ-ଓ-ଓ
ତା ପାଖକୁ ଯିବାକୁ ଡ଼ର ଭାରି ଲାଗୁଛି
ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ଓ-ଓ-ଓ-ଓ
ନଈ ସେପାରି ସେ ଗାଆଁରେ ପ୍ରିୟା ମୋର ବସିଛି
ତା ପାଖକୁ ଯିବାକୁ ଡ଼ର ଭାରି ଲାଗୁଛି
ସେ ମୋ ଉପରେ ରୁଷି ବସିଛି
ତା ହସ ମୁହେଁ ରାଗ ବଢ଼ିଛି
ରାଗିଲେ ବି ମତେ ସିଏ ଭଲ ପାଉଛି
ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ଓ-ଓ-ଓ-ଓ
ଅବିବେବି କୀ ତା ମନ ଭାରି ମନୋଇ
ମନେଇ ନେବି କେମିତି ତାକୁ ଜାଣି ପାରେ ନାହିଁ
ହଁ,ଜାଣିଛି ସେ ମୋ ସାଥେ କଥା ହବନି
ରାଗଟା ତାର ଭାରି ଗଭୀର ମତେ ଚାହିଁବନି
ମୁଁ ଜାଣିଛି ତା ରାଗ ଟିକିଏ
ହାଏ କିଛି କ୍ଷଣ ପରେ ନଥାଏ
ରାଗିଲେ ବି ମତେ ସିଏ ଭଲ ପାଉଛି
ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ଓ-ଓ-ଓ-ଓ
କହିଥିଲି ପ୍ରିୟାକୁ ଆସିବି ଫେରି
ଡେରି ତ ଟିକେ ହେଲା କି ବୋଲି ରୁଷିଛି ସେ ଭାରି
ହାଏ, ଡେରି ହେଲା ବୋଲି ସେ ମନେ ଭାବିଛି
ହୃଦୟ ବୋଧେ ମୋର ଆଉ କାହାକୁ ଦେଇଛି
ମୋ ହୃଦୟରେ ତୋ ପାଇଁ ଜାଗା
ମୁଁ ତୋ ଠାରୁ କି ହେବି ଅଲଗା
ଯେତେ ଦୂରେ ଥିଲେ ତତେ ଭଲ ପାଉଛି
ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ଓ-ଓ-ଓ-ଓ
Related Files
Related Tags
Nai Separi Gaan lyrics,odia new song, new odia song 2022, humane sagar new song, new odia romantic song, odia viral song, human sagar songs, 2022 new odia song lyrics, odia romantic song, bimugdha das, odia new album, odia adhunika song lyrics, humane sagar romantic song, nai separi gan re lyrics, Nai Separi Gaan - Humane Sagar Lyrics
