Jaliba Agaru Mu Jali Sarichi - Prem Anannda - Sanskruti Sharma

Name
Jaliba Agaru Mu Jali Sarichi - Prem Anannda - Sanskruti Sharma
Hits
1179
Play Online
Jaliba Agaru Mu Jali Sarichi - Prem Anannda - Sanskruti Sharma
POPA - Pearls of Prem Anannda
Watch In YouTube
Download MP3
Song Credits
POPA - Pearls Of Prem Anannda
Category
POPA - Pearls Of Prem Anannda
Share
Lyrics
ଜାଳିବା ଆଗରୁ ମୁଁ ଜଳି ସାରିଛି
ଜଳି ସାରିଛି
ଜାଳିବା ଆଗରୁ ମୁଁ ଜଳି ସାରିଛି
ଜଳି ସାରିଛି …..
ଭରଷା ଦେଇ ଜଣେ
ଭରଷା ଦେଇ ଜଣେ ଜାଳି ଦେଇଛି ……
ହାରିବା ଆଗରୁ ମୁଁ ହାରୀ ସାରିଚି….
ହଁ ..ହାରୀ ସାରିଚି
ହାରିଲେ କେମିତୀ ଲାଗେ ହାରିଲେ କେମିତୀ ଲାଗେ
ଜାଣି ସାରିଛି …..
ଜାଳିବା ଆଗରୁ ମୁଁ ଜଳି ସାରିଛି
ହଁ … ଜଳି ସାରିଛି
ମୁଁ ସେଇ ହୁଦୟ …
ଯୋଉ ହୁଦୟ କୁ କିଏ
ଭାଙ୍ଗି ଦେଇଛି
ଖଣ୍ଡ ଖଣ୍ଡ ଥିଲେ ବୋଧେ ଯୋଡ଼ି ହେଇ ଥାନ୍ତା
ମୁଁତ ଗୁଣ୍ଡ ହେଇଯାଇଛି …..
ମୁଁ ସେଇ ଆଖି ଯୋଉ ଆଖିରେ ତ କିଏ
ଲୁହ ଦେଇଛି ….
ଟୋପା ଟୋପା ଲୁହ ଥିଲେ ମାପି ହୋଇ ଥାନ୍ତା
ସବୁ ଓଠ ପିଇ ଦେଇଛି ..
ଝୁଣ୍ଟିବା ଆଗରୁ ମୁଁ ପଡ଼ି ସାରିଛି
ହଁ ପଡ଼ି ସାରିଛି ….
ପଡ଼ି କି ଉଠିବା ମୋର ପଡ଼ି କି ଉଠିବା ମୋର
ଅଭ୍ୟସ ଅଛି …..
ଜାଳିବା ଆଗରୁ ମୁଁ ଜଳି ସାରିଛି
ଜଳି ସାରିଛି ……
ମୁଁ ସେଇ ହାତ
ଯୋଉଁ ହାତ ଟାକୁ କିଏ ଛାଡ଼ି ଦେଇଛି
ହାତ ଧରି ଥିଲେ ବୋଧେ ଚିହିଁ ହେଇ ଥାନ୍ତା ସେତ
କେବେ ଠାରୁ ଯାଇଛି ..
ମୁଁ ସେଇ ନାଇକା ଯୋଉ ନାଇକା କୁ କିଏ
ଧୋକା ଦେଇଛି ….
ନାଁ କହି ଦେଲେ ସିନା ଜାଣି କି ପାରନ୍ତା
ତା ନାଁ ଭୁଲି ଯାଇଛି ……
କହିବା ଆଗରୁ ମୁଁ ବୁଝି ସାରିଛି
ବୁଝି ସାରିଛି …..
କାହାଣୀ ଏଇଠି ମୋର
କାହାଣୀ ଏଇଠି ମୋର..
ଶେଷ ହେଇଛି …..
ଜାଳିବା ଆଗରୁ ମୁଁ ଜଳି ସାରିଛି
ଜଳି ସାରିଛି ….
ମରି ସାରିଛି….
ହଁ ହାରି ସାରିଛି
ହାରି ସାରିଛି
ଜଳି ସାରିଛି ….
ଜଳି ସାରିଛି
ଜାଳିବା ଆଗରୁ ମୁଁ ଜଳି ସାରିଛି
ଜଳି ସାରିଛି …..
ଭରଷା ଦେଇ ଜଣେ
ଭରଷା ଦେଇ ଜଣେ ଜାଳି ଦେଇଛି ……
ହାରିବା ଆଗରୁ ମୁଁ ହାରୀ ସାରିଚି….
ହଁ ..ହାରୀ ସାରିଚି
ହାରିଲେ କେମିତୀ ଲାଗେ ହାରିଲେ କେମିତୀ ଲାଗେ
ଜାଣି ସାରିଛି …..
ଜାଳିବା ଆଗରୁ ମୁଁ ଜଳି ସାରିଛି
ହଁ … ଜଳି ସାରିଛି
ମୁଁ ସେଇ ହୁଦୟ …
ଯୋଉ ହୁଦୟ କୁ କିଏ
ଭାଙ୍ଗି ଦେଇଛି
ଖଣ୍ଡ ଖଣ୍ଡ ଥିଲେ ବୋଧେ ଯୋଡ଼ି ହେଇ ଥାନ୍ତା
ମୁଁତ ଗୁଣ୍ଡ ହେଇଯାଇଛି …..
ମୁଁ ସେଇ ଆଖି ଯୋଉ ଆଖିରେ ତ କିଏ
ଲୁହ ଦେଇଛି ….
ଟୋପା ଟୋପା ଲୁହ ଥିଲେ ମାପି ହୋଇ ଥାନ୍ତା
ସବୁ ଓଠ ପିଇ ଦେଇଛି ..
ଝୁଣ୍ଟିବା ଆଗରୁ ମୁଁ ପଡ଼ି ସାରିଛି
ହଁ ପଡ଼ି ସାରିଛି ….
ପଡ଼ି କି ଉଠିବା ମୋର ପଡ଼ି କି ଉଠିବା ମୋର
ଅଭ୍ୟସ ଅଛି …..
ଜାଳିବା ଆଗରୁ ମୁଁ ଜଳି ସାରିଛି
ଜଳି ସାରିଛି ……
ମୁଁ ସେଇ ହାତ
ଯୋଉଁ ହାତ ଟାକୁ କିଏ ଛାଡ଼ି ଦେଇଛି
ହାତ ଧରି ଥିଲେ ବୋଧେ ଚିହିଁ ହେଇ ଥାନ୍ତା ସେତ
କେବେ ଠାରୁ ଯାଇଛି ..
ମୁଁ ସେଇ ନାଇକା ଯୋଉ ନାଇକା କୁ କିଏ
ଧୋକା ଦେଇଛି ….
ନାଁ କହି ଦେଲେ ସିନା ଜାଣି କି ପାରନ୍ତା
ତା ନାଁ ଭୁଲି ଯାଇଛି ……
କହିବା ଆଗରୁ ମୁଁ ବୁଝି ସାରିଛି
ବୁଝି ସାରିଛି …..
କାହାଣୀ ଏଇଠି ମୋର
କାହାଣୀ ଏଇଠି ମୋର..
ଶେଷ ହେଇଛି …..
ଜାଳିବା ଆଗରୁ ମୁଁ ଜଳି ସାରିଛି
ଜଳି ସାରିଛି ….
ମରି ସାରିଛି….
ହଁ ହାରି ସାରିଛି
ହାରି ସାରିଛି
ଜଳି ସାରିଛି ….
Related Files
Related Tags
odia song, thikana odia song, prem anannda new song, kichhi samaya nei asiba, odia heartbreak song, odia sad song, odia breakup song, emotional odia song, heart touching odia song, dark odia song, odia love failure song, popa pearlongs, pearls of prem anannda, basudev films, milan studio odia, trending odia song, new odia song 2025, viral odia music, odia video song, odia lyrical song, best odia sad song, POPA, Sourav Bharadwaj, Jaliba Agaru Mu Jali Sarichi - Prem Anannda - Sanskruti Sharma Lyrics
