Alasi Kain - Humane Sagar & Aseema Panda

Name
Alasi Kain - Humane Sagar & Aseema Panda
Hits
328
Play Online
Alasi Kain - Humane Sagar & Aseema Panda
Humane Sagar Hits
Watch In YouTube
Download MP3
Song Credits
Chakanayana Productions
Category
Humane Sagar Hits
Share
Lyrics
ଲଗେଇଦେଲୁ ତୁ ମୋଠି ଇଏ କି ଦାଗ?
ଓ, ଲଗେଇଦେଲୁ ତୁ ମୋଠି ଇଏ କି ଦାଗ?
ଲିଭେଇ ପାରୁନି ଜମା ଅସରା ମେଘ
ଘଟିଗଲା ଚାରିଆଡେ ପ୍ରେମର ଦାଗ
ଆଖିରେ ହଁ ଆଖିରେ ଆଙ୍କିଲୁ ଏମିତି नक्शा
ତୋ ବିନା ସବୁ ହଁ ଦିଶୁଛି ମତେ ରେ ଝାପ୍ସା
ଦିନଟେ ଯଦି ଦେଖେନି ତତେ ପାରେନି ରାତିରେ ଶୋଇ
ହାଏ ହାଏରେ ହାଏ ମୋର ଅଳସି କଇଁ
ତୁ ନାହୁଁ ଯଉଠି ମୁଁ ବି ନାହିଁ
ହାଏ ହାଏ ମୁଁ ହାଏ ତୋ ଅଳସି କଇଁ
ତୁ ନାହୁଁ ଯଉଠି ମୁଁ ବି ନାହିଁ
କେହି କେବେ କହିଦେଲେ ମତେ ତୋ ନାଁ ନେଇ
ଶୁଣିବାକୁ ଇଚ୍ଛାହୁଏ କହ ବେଶି ବେଶି କାଇଁ
ହଁ, ଉଦାସୀ ଏଇ ମନ ତଳେ ଭରିଦେଲୁ ଖୁସି ନେଇ
ଭଲଲାଗେ ଭାବିବାକୁ ତୋ କଥା ଚେଇଁ-ଚେଇଁ
ଲାଜରେ ତୁ ଯେବେ ମାଟିରେ ଟାଣୁଛୁ ଗାର
ଆକାଶଟା ଜମା ଲାଗୁନି ଏତେ ବି ଦୂର
ଦେହ ମନରେ ଲଗେଇଦେଲୁ ଇଏ କି ରଙ୍ଗ ତୁ ଆଣି?
ହାଏ ହାଏରେ ହାଏ ମୋର ଅଳସି କଇଁ
ତୁ ନାହୁଁ ଯଉଠି ମୁଁ ବି ନାହିଁ
ହାଏ ହାଏ ମୁଁ ହାଏ ତୋ ଅଳସି କଇଁ
ତୁ ନାହୁଁ ଯଉଠି ମୁଁ ବି ନାହିଁ
ଯେତେଥର ଦେଖେ ତତେ ସେତେଥର ଲାଗୁ ନୂଆ
ସବୁଠୁ ଲାଗିଲା ଦାମୀ ତୋର ସେ ପହିଲି ଛୁଆଁ
ହାତଠାରି ମତେ ଡାକେ ସପନର ସେଇ ଗାଁ
ଯଉ ଗାଁରେ ତ ହୁଏ, ତୋ ସାଥିରେ ଦେଖା ଚାହାଁ
କାନର ଝୁମୁକା ପଚାରି ହଉଛି ଖାଲି
ମରୁଥାଏ କାଇଁ ତୋ କଥା ଶୁଣିବି ବୋଲି?
ପଲକ ତଳେ ଥା ଏମିତି ନିଆଁରା ଚମକ ହେଇ
ହାଏ ହାଏରେ ହାଏ ମୋର ଅଳସି କଇଁ
ତୁ ନାହୁଁ ଯଉଠି ମୁଁ ବି ନାହିଁ
ହାଏ ହାଏ ମୁଁ ହାଏ ତୋ ଅଳସି କଇଁ
ତୁ ନାହୁଁ ଯଉଠି ମୁଁ ବି ନାହିଁ
ଓ, ଲଗେଇଦେଲୁ ତୁ ମୋଠି ଇଏ କି ଦାଗ?
ଲିଭେଇ ପାରୁନି ଜମା ଅସରା ମେଘ
ଘଟିଗଲା ଚାରିଆଡେ ପ୍ରେମର ଦାଗ
ଆଖିରେ ହଁ ଆଖିରେ ଆଙ୍କିଲୁ ଏମିତି नक्शा
ତୋ ବିନା ସବୁ ହଁ ଦିଶୁଛି ମତେ ରେ ଝାପ୍ସା
ଦିନଟେ ଯଦି ଦେଖେନି ତତେ ପାରେନି ରାତିରେ ଶୋଇ
ହାଏ ହାଏରେ ହାଏ ମୋର ଅଳସି କଇଁ
ତୁ ନାହୁଁ ଯଉଠି ମୁଁ ବି ନାହିଁ
ହାଏ ହାଏ ମୁଁ ହାଏ ତୋ ଅଳସି କଇଁ
ତୁ ନାହୁଁ ଯଉଠି ମୁଁ ବି ନାହିଁ
କେହି କେବେ କହିଦେଲେ ମତେ ତୋ ନାଁ ନେଇ
ଶୁଣିବାକୁ ଇଚ୍ଛାହୁଏ କହ ବେଶି ବେଶି କାଇଁ
ହଁ, ଉଦାସୀ ଏଇ ମନ ତଳେ ଭରିଦେଲୁ ଖୁସି ନେଇ
ଭଲଲାଗେ ଭାବିବାକୁ ତୋ କଥା ଚେଇଁ-ଚେଇଁ
ଲାଜରେ ତୁ ଯେବେ ମାଟିରେ ଟାଣୁଛୁ ଗାର
ଆକାଶଟା ଜମା ଲାଗୁନି ଏତେ ବି ଦୂର
ଦେହ ମନରେ ଲଗେଇଦେଲୁ ଇଏ କି ରଙ୍ଗ ତୁ ଆଣି?
ହାଏ ହାଏରେ ହାଏ ମୋର ଅଳସି କଇଁ
ତୁ ନାହୁଁ ଯଉଠି ମୁଁ ବି ନାହିଁ
ହାଏ ହାଏ ମୁଁ ହାଏ ତୋ ଅଳସି କଇଁ
ତୁ ନାହୁଁ ଯଉଠି ମୁଁ ବି ନାହିଁ
ଯେତେଥର ଦେଖେ ତତେ ସେତେଥର ଲାଗୁ ନୂଆ
ସବୁଠୁ ଲାଗିଲା ଦାମୀ ତୋର ସେ ପହିଲି ଛୁଆଁ
ହାତଠାରି ମତେ ଡାକେ ସପନର ସେଇ ଗାଁ
ଯଉ ଗାଁରେ ତ ହୁଏ, ତୋ ସାଥିରେ ଦେଖା ଚାହାଁ
କାନର ଝୁମୁକା ପଚାରି ହଉଛି ଖାଲି
ମରୁଥାଏ କାଇଁ ତୋ କଥା ଶୁଣିବି ବୋଲି?
ପଲକ ତଳେ ଥା ଏମିତି ନିଆଁରା ଚମକ ହେଇ
ହାଏ ହାଏରେ ହାଏ ମୋର ଅଳସି କଇଁ
ତୁ ନାହୁଁ ଯଉଠି ମୁଁ ବି ନାହିଁ
ହାଏ ହାଏ ମୁଁ ହାଏ ତୋ ଅଳସି କଇଁ
ତୁ ନାହୁଁ ଯଉଠି ମୁଁ ବି ନାହିଁ
Related Files
Related Tags
Alasi Kain, alasi kain song#1, humane sagar new song 2022, Chakanayana Productions, human sagar romantic song new 2022, new odia romantic song, humane sagar new song, humane sagar new songs, humane sagar romantic song, bestromanticsong, best odia song of 2022, odia song 2022, #aseema panda new song, #human sagar, human sagar song, human sagar song download, #odia song, human sagar new song, new viral odia song, asima panda new song 2022, aseema panda odia song, odia gaana, Alasi Kain - Humane Sagar & Aseema Panda Lyrics
